ବାଲିଯାତ୍ରାରେ ଯୋଡ଼ି ହେଲା ନୂଆ ପରମ୍ପରା! ପୋଷ୍ୟ କନ୍ୟା ଗ୍ରହଣ କରି ଉଦାହରଣ ସୃଷ୍ଟି କଲେ ବଙ୍ଗୀୟ ଦମ୍ପତି

କଟକ : କଟକର ଐତିହାସିକ ବାଲିଯାତ୍ରା ଇତିହାସରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ବାଲିଯାତ୍ରାରେ ପ୍ରଥମ କରି ଆରମ୍ଭ ହୋଇଥିବା ପଥ ଉତ୍ସବରେ ଆଜି ପୋଷ୍ୟ ସନ୍ତାନ ଗ୍ରହଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲିକତାର ବଂଗୀୟ ଦମ୍ପତି ସାମିଲ ହୋଇ ଏକ ଦଶ ମାସର କନ୍ୟା ସନ୍ତାନକୁ କୋଳକୁ ନେଇଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ସମସ୍ତ ନିୟମ ପାଳନ କରି ସୁଦୀପ୍ତ … Continue reading ବାଲିଯାତ୍ରାରେ ଯୋଡ଼ି ହେଲା ନୂଆ ପରମ୍ପରା! ପୋଷ୍ୟ କନ୍ୟା ଗ୍ରହଣ କରି ଉଦାହରଣ ସୃଷ୍ଟି କଲେ ବଙ୍ଗୀୟ ଦମ୍ପତି